
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
ଗ୍ରାମ ଆକାଉଣ୍ଟାଣ୍ଟଙ୍କ କାର୍ଯ୍ୟର ତଦାରଖ କରିବା ଏବଂ ଆବଶ୍ୟକ ସ୍ଥଳେ ତହସିଲଦାରଙ୍କୁ ସୂଚନା, ରିପୋର୍ଟ ଇତ୍ୟାଦି ପ୍ରଦାନ କରିବା ହେଉଛି ରାଜସ୍ୱ ନିରୀକ୍ଷକଙ୍କ ମୁଖ୍ୟ କାର୍ଯ୍ୟ ।
ବିହାରର ରାଜ ଭୂଷଣ ସିଂହ ଅନେକ ପ୍ରତିବନ୍ଧକର ସାମ୍ନା କରି ଦୀର୍ଘ ୨ ବର୍ଷ ର କଠିନ ପରିଶ୍ରମ ଫଳରେ ରାଜସ୍ୱ ଅଧିକାରୀ ଭାବେ ନିୟୋଜିତ ହୋଇଛନ୍ତି । ସେ ଏବେ ତାଙ୍କ ଚାକିରିରେ ସନ୍ତୋଷ ଲାଭ କରିବା ସହ ଉତ୍ତମ ରୋଜଗାର କରୁଛନ୍ତି ।
ଗ୍ରାମ୍ୟ ଜମିପଟାର ତଦାରଖ କରିବା, ଖଜଣା ଆଦାୟ କରିବା ସହ ଆବଶ୍ୟକ ସ୍ଥଳେ ସ୍ଥାନୀୟ ତହସିଲଦାରଙ୍କୁ ସୂଚନା, ରିପୋର୍ଟ ଇତ୍ୟାଦି ପ୍ରଦାନ କରିବା ହେଉଛି ରାଜସ୍ୱ ନିରୀକ୍ଷକଙ୍କ ମୁଖ୍ୟ କାର୍ଯ୍ୟ ।
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ